or_tq/1jn/03/24.md

430 B

ବିଶ୍ଵାସୀମାନେ କିପରି ଜାଣନ୍ତି ଯେ ଈଶ୍ଵର ସେମାନଙ୍କଠାରେ ବାସ କରନ୍ତି?

ଈଶ୍ଵର ବିଶ୍ଵାସୀମାନଙ୍କୁ ଆତ୍ମା ​ଦେଇଛନ୍ତି ଯେପରି ସେମାନେ ଜାଣନ୍ତି ଯେ ଈଶ୍ଵର ସେମାନଙ୍କ ମଧ୍ୟରେ ବାସ କରନ୍ତି।