or_tq/1jn/02/01.md

756 B
Raw Permalink Blame History

କେଉଁମାନଙ୍କ ପାପ ନିମନ୍ତେ ଯୀଶୁ ଖ୍ରୀଷ୍ଟ ପ୍ରାୟଶ୍ଚିତ ସ୍ଵରୂପ ଅଟନ୍ତି ?

ଯୀଶୁଖ୍ରୀଷ୍ଟ ସମସ୍ତ ଜଗତର ପାପ ନିମନ୍ତେ ପ୍ରାୟଶ୍ଚିତ ସ୍ଵରୂପ ଅଟନ୍ତି [:] ।

ଆମ୍ଭେମାନେ ଯୀଶୁଖ୍ରୀଷ୍ଟଙ୍କୁ ଜାଣୁ ବୋଲି ତଦ୍ଦ୍ୱାର କିପରି ଜ୍ଞାତ ହେଉ ?

ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ଆମ୍ଭେ ଜ୍ଞାତ ହେଉ ଯେ ଆମ୍ଭେମାନେ ଯୀଶୁଙ୍କୁ ଜାଣୁ [:୩] ।