or_tq/1co/16/17.md

4 lines
400 B
Markdown

# ପାଉଲଙ୍କ ପାଇଁ ସ୍ତିପାନ, ଫର୍ତ୍ତୂନାତ, ଏବଂ ଆଖାୟିକ କଣ କଲେ ?
ସେମାନେ କରିନ୍ଥୀ ସାଧୁମାନଙ୍କ ଅନୁପସ୍ଥିତିରେ ଅଭାବ ପୂରଣ କଲେ ଏବଂ ପାଉଲଙ୍କ ଆତ୍ମାକୁ ସଞ୍ଜୀବିତ କଲେ [୧୬:୧୭-୧୮]|