or_tq/1co/16/01.md

1.1 KiB
Raw Permalink Blame History

ପାଉଲ କରିନ୍ଥୀ ମଣ୍ଡଳୀର ସାଧୁମାନଙ୍କ ନିମନ୍ତେ ସେହିପରି ଦାନ ସଂଗ୍ରହ କରିବା ପାଇଁ କିଏ ନିର୍ଦ୍ଧେଶ ଦେଲା ?

ପାଉଲ ଯେପରି କରିନ୍ଥୀ ମଣ୍ଡଳୀ ସେପରି ଗାଲାତୀୟ ମଣ୍ଡଳୀଗୁଡିକୁ ନିର୍ଦ୍ଧେଶ ଦେଲେ [16:1].

ପାଉଲ କରିନ୍ଥୀ ମଣ୍ଡଳୀକୁ ସେମାନଙ୍କ ଦାନ ସଂଗ୍ରହ କିପରି କରିବେ କହନ୍ତି ?

ସେ ସେମାନଙ୍କୁ କହିଲେ ଯେ ସପ୍ତାହର ପ୍ରଥମ ଦିନରେ, ସେମାନେ ପ୍ରତ୍ୟେକେ କିଛି ଅଲଗା ରଖିବେ ଏବଂ ଯେପରି ପ୍ରତ୍ୟେକେ ସକ୍ଷମ ଅନୁସାରେ ସଞ୍ଚୟ କରନ୍ତି, ଯେତେବେଳେ ପାଉଲ ଆସିଲେ ଯେପରି ଦାନ ସଂଗ୍ରହ କରିବାକୁ ପଡିବ ନାହିଁ [୧୬:]|