or_tq/1co/15/20.md

882 B
Raw Permalink Blame History

ପାଉଲ ଖ୍ରୀଷ୍ଟଙ୍କୁ କଣ ଡାକନ୍ତି ?

ସେ ଖ୍ରୀଷ୍ଟଙ୍କୁ ଡାକନ୍ତି, “ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ମଧ୍ୟରୁ ପ୍ରଥମ ଫଳ ସ୍ୱରୂପ ” [୧୫:]|

କେଉଁ ମନୁଷ୍ୟଟି ଦ୍ୱାରା ଜଗତକୁ ମୃତ୍ୟୁ ଆସିଲା ଏବଂ କେଉଁ ମନୁଷ୍ୟଟି ଦ୍ୱାରା ମୃତ୍ୟୁମାନଙ୍କର ପୁନ୍‌ରୁତ୍‌ଥାନ ଆସିଲା ?

ଆଦମଙ୍କ ଦ୍ୱାରା ଜଗତକୁ ମୃତ୍ୟୁ ଉପସ୍ଥିତ ହେଲା ଏବଂ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ଜୀବିତ ହେବେ; ପୁନ୍‌ରୁତ୍‌ଥାନ ହେଲେ [୧୫:୨୧-]|