or_tq/1co/14/22.md

858 B
Raw Permalink Blame History

କାହା ନିମନ୍ତେ ପରଭାଷାଗୁଡିକ ଏବଂ ଭାବବାଣୀଗୁଡିକ ଗୋଟିଏ ଚିହ୍ନ ଅଟେ ?

ପରଭାଷାଗୁଡିକ ଅବିଶ୍ୱାସୀମାନଙ୍କ ପାଇଁ ଗୋଟିଏ ଚିହ୍ନ ଅଟେ ଏବଂ ଭାବବାଣୀଗୁଡିକ ବିଶ୍ୱାସୀମାନଙ୍କ ପାଇଁ ଗୋଟିଏ ଚିହ୍ନ ଅଟେ [୧୪:]|

ଯଦି ସାଧାରଣ ଏବଂ ବିଶ୍ୱାସୀମାନେ ମଣ୍ଡଳୀରେ ସମବେତ ହୁଅନ୍ତି ଏବଂ ସମସ୍ତେ ପରଭାଷାରେ କଥା କହୁଥିଲେ ସେମାନେ କଣ କହିବେ?

ସେମାନେ ବିଶ୍ୱାସୀମାନଙ୍କୁ ପାଗଳ ବୋଲି କହିବେ [୧୪:୨୩]|