or_tq/1co/14/01.md

1.1 KiB
Raw Permalink Blame History

କେଉଁ ଆତ୍ମିକ ଦାନଗୁଡିକ ପାଇଁ ପାଉଲ କହନ୍ତି ଆମେ ବିଶେଷତଃ ଅନୁକରଣ କରିବା ଉଚିତ ?

ପାଉଲ କହିଲେ ଆମେ ଭାବବାଣୀ ପାଇଁ ବିଶେଷତଃ ଅନୁକରଣ କରିବା ଉଚିତ [୧୪:୧]|

ଯେତେବେଳେ ସେ ପରଭାଷାରେ କହନ୍ତି କାହାକୁ ଜଣେ କହୁଛନ୍ତି ?

ସେ ଲୋକମାନଙ୍କ କହୁ ନାହାନ୍ତି କିନ୍ତୁ ଈଶ୍ୱରଙ୍କୁ କହୁଛନ୍ତି [୧୪:]|

କାହିଁକି ପରଭାଷା କହୁଥିବା ଠାରୁ ଉନ୍ନତ୍ତତୋର ଭାବବାଣୀ ଅଟେ ?

ଯିଏ ପରଭାଷା କହେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯିଏ ଭାବବାଣୀ କହେ ମଣ୍ଡଳୀର ନିଷ୍ଠା ଜନ୍ମାଏ |ତେଣୁ ଯିଏ ଭାବବାଣୀ କହେ ଉତ୍ତମ ଅଟେ [୧୪:୩-୫]