or_tq/1co/12/21.md

758 B
Raw Permalink Blame History

ଯେଉଁଟି ଦୁର୍ବଳ ବୋଲି ବୋଧହୁଏ ଶରୀରର ଅଙ୍ଗଗୁଡିକ ବିନା ଆମେ କରି ପାରିବା ?

ନା| ଦୁର୍ବଳ ଅଙ୍ଗଗୁଡିକ ବୋଲି ବୋଧହୁଏ ସେହିସବୁ ପ୍ରୟୋଜନୀୟ ଅଟେ [୧୨:]|

ଯେଉଁ ଦୁର୍ବଳ ଅଙ୍ଗଗୁଡିକୁ ଶରୀରରେ ଅନ୍ତର୍ଭୁକ୍ତ ଈଶ୍ୱର କଣ କରିଛନ୍ତି ?

ଈଶ୍ୱର ସମସ୍ତ ଅଙ୍ଗଗୁଡିକୁ ସଂଯୁକ୍ତ କରିଛନ୍ତି ଏବଂ ଯେଉଁଟି ଅଭାବ ଥିଲେ ସେ ସେଗୁଡିକୁ ଅଧିକ ଆଦର ଦେଲେ [୧୨:୨୪]|