or_tq/1co/11/01.md

1.8 KiB
Raw Permalink Blame History

କରିନ୍ଥୀୟ ବିଶ୍ୱାସୀମାନଙ୍କୁ ପାଉଲ କାହାକୁ ଅନୁକରଣ କରିବାକୁ କହିଲେ ?

ପାଉଲ ସେମାନଙ୍କୁ ପାଉଲଙ୍କୁ ଅନୁକରଣ କରିବାକୁ କହିଲେ | [୧୧:୧]|

ପାଉଲ କାହାର ଅନୁକରଣ କଲେ ?

ପାଉଲ ଜଣେ ଖ୍ରୀଷ୍ଟଙ୍କ ଅନୁସରଣକାରୀ ଥିଲେ [୧୧୧]|

କରନ୍ଥୀୟ ବିଶ୍ୱାସୀମାନଙ୍କୁ କେଉଁଥି ପାଇଁ ପାଉଲ ପ୍ରଶଂସା କଲେ ?

ପାଉଲ ସମସ୍ତ ବିଷୟରେ ସ୍ମରଣ ପାଇଁ ପ୍ରଶଂସା କଲେ ଏବଂ ଠିକ୍ ଯେପରି ସେମାନଙ୍କୁ ସେ ବିଧିସବୁ ଧରି ରଖିବାକୁ କହିଲେ କରିନ୍ଥୀୟମାନେ କଲେ [୧୧:]|

କିଏ ଖ୍ରୀଷ୍ଟଙ୍କ ମସ୍ତକ ଅଟନ୍ତି ?

ଈଶ୍ୱର ଖ୍ରୀଷ୍ଟଙ୍କ ମସ୍ତକ ଅଟନ୍ତି [୧୧:୩]|

କିଏ ମନୁଷ୍ୟର ମସ୍ତକ ଅଟନ୍ତି ?

ଖ୍ରୀଷ୍ଟଙ୍କ ମନୁଷ୍ୟର ମସ୍ତକ ଅଟନ୍ତି [୧୧:୩]|

କିଏ ସ୍ତ୍ରୀର ମସ୍ତକ ଅଟନ୍ତି?

ଗୋଟିଏ ମନୁଷ୍ୟ ଗୋଟିଏ ସ୍ତ୍ରୀର ମସ୍ତକ ଅଟନ୍ତି [୧୧:୩]|

କଣ ହୁଏ ଯେତେବେଳେ ଜଣେ ମନୁଷ୍ୟ ତାର ମୁଣ୍ଡରେ ଆଛାଦନ କରି ପ୍ରାର୍ଥନା କରେ ?

ସେ ତାର ମସ୍ତକର ଅପମାନ କରେ ଯଦି ସେ ତାର ମୁଣ୍ଡରେ ଆଛାଦନ କରି ପ୍ରାର୍ଥନା କରେ [୧୧:୪]|