or_tq/1co/10/20.md

1.4 KiB
Raw Permalink Blame History

କାହା ପାଇଁ ବିଜାତୀୟ ଭୂତଗୁଡାକୁ ସେମାନେ ବଳି ଉତ୍ସର୍ଗ କରନ୍ତି ?

ସେମାନେ ଏହିସବୁ ବିଷୟଗୁଡିକୁ ଭୂତମାନଙ୍କ ନିମନ୍ତେ ଉତ୍ସର୍ଗ କରନ୍ତି ଏବଂ ଈଶ୍ୱରଙ୍କୁ ନୁହଁ [୧୦:]|

ପାଉଲଙ୍କଠାରୁ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ଭୂତମାନଙ୍କ ସହ ସହଭାଗିତା ଇଚ୍ଛା କରନ୍ତି ନାହିଁ, କଣ ସେ ସେମାନଙ୍କୁ କରିପାରିବେ ନାହିଁ କହନ୍ତି ?

ପାଉଲ ସେମାନଙ୍କୁ କହନ୍ତି ସେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ରରେ ପାନ କରିପାର ନାହିଁ ଏବଂ ସେମାନେ ପ୍ରଭୁଙ୍କ ମେଜରେ ଏବଂ ଭୂତମାନଙ୍କ ମେଜରେ ଅଂଶୀ ହୋଇ ପାର ନାହିଁ [୧୦:-୨୧]|

ଯଦି ପ୍ରଭୁଙ୍କ ବିଶ୍ୱାସୀ ଭାବେ ଭୂତମାନଙ୍କ ସହ ଅଂଶୀ ହେଉ କେଉଁ କ୍ଷତ ଆମେ କରୁ ?

ଆମେ ପ୍ରଭୁଙ୍କୁ ବିରକ୍ତି ଜନ୍ମାଉ [୧୦:]|