or_tq/1co/10/07.md

8 lines
1.1 KiB
Markdown

# କାହିଁକି ଈଶ୍ୱର ମୋଶାଙ୍କ ସମୟରୁ ସେମାନଙ୍କ ପିତାମାନଙ୍କ ସହ ସନ୍ତୁଷ୍ଟ ନ ଥିଲେ ?
ସେ ସନ୍ତୁଷ୍ଟ ନ ଥିବା କାରଣ ହେଲା ସେମାନଙ୍କ ପିତାମାନେ ମନ୍ଦ ବିଷୟରେ ଲିପ୍ତ ହେଲେ, ସେମାନେ ବ୍ୟଭିଚାର କଲେ, ସେମାନେ ପ୍ରଭୁଙ୍କୁ ପରୀକ୍ଷା କଲେ ଏବଂ ସେମାନେ ବଚସା କଲେ [୧୦:୬-୧୦]|
# ସେମାନଙ୍କ ପିତାମାନଙ୍କ ବ୍ୟବହାରକୁ ଈଶ୍ୱର କେଉଁ ପ୍ରକାର ଦଣ୍ଡ ଦେଲେ?
ସେମାନେ ବିଭିନ୍ନ ଭାବେ ମଲେ; କିଛି ଲୋକ ସର୍ପ ଦଂଶନରେ ମଲେ କିଛି ଲୋକ ସଂହାରକ ଦ୍ୱାରା ମଲେ| ସେମାନଙ୍କ ଶବଗୁଡିକ ପ୍ରାନ୍ତରରେ ବିକ୍ଷିପ୍ତହୋଇ ପଡିଲା [୧୦:୫ & ୮-୧୦]|