or_tq/1co/09/19.md

1000 B
Raw Permalink Blame History

ପାଉଲ କାହିଁକି ସମସ୍ତଙ୍କର ଜଣେ ସେବକ ପରି ହେଲେ?

ପାଉଲ ସମସ୍ତଙ୍କର ଜଣେ ସେବକ ପରି ହେଲେ ଯେପରି ଈଶ୍ୱରଙ୍କ ପାଇଁ ଅଧିକ ସଂଖ୍ୟକଙ୍କୁ ଲାଭ କରିପାରେ [୯:୧୯]|

ପାଉଲ ଏପରି ହେଲେ ଯେପରି ଈଶ୍ୱର ଅଧିକ ସଂଖ୍ୟକଲୋକଙ୍କୁ ଲାଭ କରିପାରେ?

ପାଉଲ ଯିହୁଦୀ ପରି, ବ୍ୟବସ୍ଥା ଅଧିନସ୍ଥ ଲୋକଙ୍କ ପରି, ବ୍ୟବସ୍ଥା ବିହୀନ ଲୋକଙ୍କ ପରି ଏବଂ ସେ ଦୁର୍ବଳ ହେଲେ ଯେପରି ସମସ୍ତ ବିଷୟ ସମସ୍ତ ଲୋକମାନଙ୍କ ପରି, ସେ ଯେପରି କୌଣସି ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିପାରିବେ [୯:-]|