or_tq/1co/07/01.md

523 B
Raw Permalink Blame History

କାହିଁକି ପ୍ରତ୍ୟେକ ପୁରୁଷର ନିଜର ସ୍ତ୍ରୀ ରହିବା ଉଚିତ ଏବଂ ପ୍ରତ୍ୟେକ ସ୍ତ୍ରୀର ନିଜର ପୁରୁଷ ରହିବା ଉଚିତ?

ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ସ୍ତ୍ରୀ ରହିବା ଉଚିତ ଏବଂ ପ୍ରତ୍ୟେକ ସ୍ତ୍ରୀର ନିଜର ପୁରୁଷ ରହିବା ଉଚିତ [୭:]|