or_tq/1co/06/19.md

558 B
Raw Permalink Blame History

କାହିଁକି ବିଶ୍ୱାସୀମାନେ ନିଜ ଶରୀରରେ ଈଶ୍ୱରଙ୍କୁ ଗୌରବାନ୍ନିତ କରିବା ଉଚିତ ?

ସେମାନେ ନିଜ ଶରୀରରେ ଈଶ୍ୱରଙ୍କୁ ଗୌରବାନ୍ନିତ କରିବା ଉଚିତ କାରଣ ସେମାନଙ୍କ ଶରୀରଗୁଡିକ ପବିତ୍ର ଆତ୍ମାଙ୍କ ମନ୍ଦିର ଏବଂ ସେମାନେ ଗୋଟିଏ ମୁଲ୍ୟରେ କିଣା ଗଲେ [୬:୧୯-]|