or_tq/1co/06/01.md

615 B
Raw Permalink Blame History

କିଏ ସାଧୁମାନଙ୍କ ବିଚାର କରିବେ?

ସାଧୁମାନେ ଜଗତର ତଥା ଦୂତମାନଙ୍କର ବିଚାର କରିବେ [୬:-୩]|

ପାଉଲ କଣ କହନ୍ତି କରନ୍ଥୀର ସାଧୁମାନଙ୍କୁ ବିଚାର କରିବାକୁ ଯୋଗ୍ୟ ଅଟନ୍ତି ?

ପାଉଲ କହନ୍ତି ସେମାନେ ଜଗତ ସମ୍ଭନ୍ଧୀୟ ବିଷୟଗୁଡିକ ସାଧୁମାନଙ୍କ ମଧ୍ୟରେ ବିଚାର କରିବାକୁ ଯୋଗ୍ୟ [୬:୧-୩]|