or_tq/1co/05/01.md

712 B
Raw Permalink Blame History

ପାଉଲ କେଉଁ ଖବର କରନ୍ଥୀସ୍ଥ ମଣ୍ଡଳୀ ବିଷୟରେ ଶୁଣିଲେ?

ପାଉଲ ଶୁଣିଲେ ଯେ, ସେଠାରେ ବ୍ୟଭିଚାର ଥିଲା | କେହି ଜଣେ ଆପଣା ପିତାର ଭାର୍ଯ୍ୟା ସହ ଶୋଉଥିଲେ [୫:୧]|

ପାଉଲ କହିଲେ, ସେହି ବ୍ୟକ୍ତିକୁ କଣ ନିଶ୍ଚିତ କରିବା ଉଚିତ ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ?

ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ସେମାନଙ୍କଠାରୁ ଦୂର କରାଯାଉ [୫:]|