or_tq/1co/04/06.md

4 lines
709 B
Markdown

# କାହିଁକି ପାଉଲ ଏହି ନୀତିଗୁଡିକ ନିଜ ନିମନ୍ତେ ପୁଣି ଆପଲ୍ଲଙ୍କ ନିମନ୍ତେ ଲାଗୁ କଲେ ?
ପାଉଲ କରିନ୍ଥୀୟର ବିଶ୍ୱାସୀମାନଙ୍କ ନିମନ୍ତେ ଏହା ଯେପରି ସେମାନେ କହିବାର ଅର୍ଥ ଶିଖିବେ,"ଯାହା ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ", ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ [୪:୬]|