or_tq/1co/03/18.md

632 B
Raw Permalink Blame History

ସେମାନଙ୍କୁ ପାଉଲ କଣ କହନ୍ତି ଯିଏ ସେ ସମୟରେ ତାଙ୍କୁ ଜ୍ଞାନୀ ବୋଲି ଭାବନ୍ତି ?

ପାଉଲ କହନ୍ତି, "....ସେ ଗୋଟିଏ ବୋକା ପରି ହୁଅନ୍ତୁ ଯେପରି ସେ ଜ୍ଞାନୀରେ ପରିଣତ ହେବେ |” [୩:୧୮]|

ଜ୍ଞାନର କାରଣ ସମ୍ବନ୍ଧରେ ପ୍ରଭୁ କଣ ଜାଣନ୍ତି ?

ପ୍ରଭୁ ଜ୍ଞାନର କାରଣ ସମ୍ବନ୍ଧରେ ବୃଥା ବୋଲି ଜାଣନ୍ତି [୩:]|