or_tq/1co/02/10.md

600 B
Raw Permalink Blame History

ପାଉଲ ଏବଂ ତାହାଙ୍କ ସହିତ ସେମାନେ କିପରି ଐଶ୍ୱରିକ ଜ୍ଞାନ ଜାଣିଲେ?

ଈଶ୍ୱର,ସେମାନଙ୍କୁ ସମସ୍ତ ବିଷୟ ଗୁଡ଼ିକୁ ଆତ୍ମାଙ୍କ ଦ୍ୱାରା ପ୍ରକାଶିତ କଲେ [:୧୦]|

କିଏ ଈଶ୍ୱରଙ୍କ ନିଗୁଢତତ୍ତ୍ୱ ଜାଣନ୍ତି ?

କେବଳ ଈଶ୍ୱରଙ୍କ ଆତ୍ମା ହିଁ ଈଶ୍ୱରଙ୍କ ନିଗୁଢତତ୍ତ୍ୱ ଜାଣନ୍ତି [:୧୧]|