or_tq/1co/02/06.md

482 B
Raw Permalink Blame History

ପାଉଲ କେଉଁ ଜ୍ଞାନ ପ୍ରୟୋଗ କରି, ସେମାନଙ୍କ ସହ କଥା ହେଲେ ?

ଉ . ସେମାନେ ଐଶ୍ୱରିକ ଜ୍ଞାନରେ ଯାହାକି ଗୁପ୍ତ ସତ୍ୟ ତଥା ଗୁପ୍ତ ଜ୍ଞାନ ଦ୍ୱାରା ଯେ, ଆମ୍ଭର ଗୌରବମୟ ସମୟ ପୂର୍ବରୁ ଈଶ୍ୱରଙ୍କ ଯୋଜନା ମଧ୍ୟରେ କଥା କହିଲେ [:୭]|