or_tq/1co/02/03.md

580 B
Raw Permalink Blame History

କାହିଁକି ବାକ୍ୟର ଜ୍ଞାନରେ ପ୍ରଭାବିତ ନ କରି ବରଂ ପାଉଲଙ୍କ ବାକ୍ୟ ଏବଂ ତାଙ୍କର ଆତ୍ମା ଓ ଶକ୍ତି ସହିତ ପ୍ରଦର୍ଶନ କରି ପ୍ରଚାର କଲେ?

ଏହା ଏପରି ହେଲା ଯେ, ସେମାନଙ୍କ ବିଶ୍ୱାସ ମନୁଷ୍ୟମାନଙ୍କର ଜ୍ଞାନରେ ନ ହୋଇ କିନ୍ତୁ ଈଶ୍ୱରଙ୍କ ଶକ୍ତିରେ ସ୍ଥାପିତ ହେଲା [:୪-୫]|