or_tq/1co/02/01.md

893 B
Raw Permalink Blame History

କେଉଁ ଅବସ୍ଥାରେ ପାଉଲ, କରିନ୍ଥୀୟମାନଙ୍କ ନିକଟକୁ ଆସି; ସେ ଈଶ୍ୱରଙ୍କ ଗୁପ୍ତ ସତ୍ୟତା ଘୋଷଣା କଲେ ?

ପାଉଲ, ଯେତେବେଳେ ଈଶ୍ୱରଙ୍କ ଗୁପ୍ତ ସତ୍ୟତା ଘୋଷଣା କଲେ; ସେ ପ୍ରବୀଣ ପ୍ରବକ୍ତା ବା ଜ୍ଞାନ ସହ ଆସି ନ ଥିଲେ [:୧]|

ପାଉଲ, କଣ ଜାଣିବାକୁ ଚିନ୍ତା କଲେ, ଯେତେବେଳେ ସେ କରିନ୍ଥୀୟ ମାନଙ୍କ ମଧ୍ୟରେ ଥିଲେ ?

ପାଉଲ, କେବଳ ଯୀଶୁ ଖ୍ରୀଷ୍ଟ ଏବଂ ତାଙ୍କ କୃଶାର୍ପିତ ଛଡା ଅନ୍ୟ କିଛି ଜାଣିବାକୁ ଚିନ୍ତା କଲେ ନାହିଁ [:]|