or_tq/1co/01/20.md

865 B
Raw Permalink Blame History

ଜଗତର ଜ୍ଞାନକୁ ଈଶ୍ୱର କିପରି ଭାବେ ପ୍ରକାଶ କରିଅଛନ୍ତି?

ଜଗତର ଜ୍ଞାନକୁ ଈଶ୍ୱର ମୂର୍ଖତାରେ ପ୍ରକାଶ କରିଅଛନ୍ତି [୧:]|

ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର କାହିଁକି ସନ୍ତୁଷ୍ଟ ହୁଅନ୍ତି ?

ଏହିପରି କରିବା ଦ୍ୱାରା ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି କାରଣ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିଲା ନାହିଁ [୧:୨୧]|