or_tq/rut/02/23.md

4 lines
327 B
Markdown

# ଯବ ଶସ୍ୟ କାଟିବା ସମାପ୍ତି ପର୍ଯ୍ୟନ୍ତ ରୂତ କ’ଣ କଲେ?
ସେ ବୋୟଜଙ୍କ ଦାସୀଗଣ ସଙ୍ଗରେ ଶସ୍ୟ ସଂଗ୍ରହ କଲେ, ପୁଣି ନିଜ ଶାଶୁ ନୟମୀଙ୍କ ସହିତ ବାସ କଲେ।