or_tq/rut/02/15.md

4 lines
370 B
Markdown

# ଭୋଜନ ସମୟ ପରେ ସେମାନେ କାମକୁ ଫେରିବା ପରେ ବୋୟଜ ରୂତଙ୍କୁ କେଉଁ ଅତିରିକ୍ତ ଅନୁଗ୍ରହ ଦେଖାଇଲେ?
ସେ ରୂତଙ୍କୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଅନୁମତି ଦେଲେ।