or_tq/rom/13/13.md

8 lines
758 B
Markdown

# ବିଶ୍ଵାସୀମାନେ କେଉଁ କାର୍ଯ୍ୟ କଳାପରେ ଆଚରଣ କରିବା ଉଚିତ୍ ନୁହେଁ ?
ବିଶ୍ଵାସୀମାନେ ରଙ୍ଗରସ, ମତ୍ତତାରେ, ଲମ୍ପଟତା, କାମୁକତା, ବିବାଦ, ଇର୍ଷାରେ ଆଚରଣ କରିବା ଉଚିତ୍ ନୁହଁ [୧୩:୧୩]।
# ଶରୀରର ଅଭିଳାଷା ପ୍ରତି ବିଶ୍ଵାସୀମାନଙ୍କର ସ୍ଵଭାବ କ'ଣ ହେବା ଉଚିତ୍ ?
ଶରୀରର ଅଭିଳାଷା ପ୍ରତି ବିଶ୍ଵାସୀମାନେ କୌଣସି ଆୟୋଜନ କରିବା ଉଚିତ୍ ନୁହେଁ [୧୩:୧୪]।