or_tq/rom/13/08.md

12 lines
1.2 KiB
Markdown

# କେଉଁ ଏକ ଗୋଟି ବିଷୟରେ ପରସ୍ପରକୁ ଋଣୀ ହେବାକୁ ପାଉଲ ବିଶ୍ଵାସୀମାନଙ୍କୁ କହନ୍ତି ?
ପରସ୍ପର ପ୍ରତି ପ୍ରେମରେ ଋଣୀ ହେବାକୁ ପାଉଲ ବିଶ୍ଵାସୀମାନଙ୍କୁ ପାଉଲ କହନ୍ତି [୧୩:୮]।
# ଜଣେ ବିଶ୍ଵାସୀ କିପରି ବ୍ୟବସ୍ଥାକୁ ସଫଳ କରେ ?
ପ୍ରତିବାସୀକୁ ପ୍ରେମ କରିବା ଦ୍ଵାରା ଜଣେ ବିଶ୍ଵାସୀ ବ୍ୟବସ୍ଥାକୁ ସଫଳ କରେ [୧୩:୮,୧୦]।
# କେଉଁ ଆଜ୍ଞାଗୁଡିକୁ ପାଉଲ ବ୍ୟବସ୍ଥାର ଅଂଶ ଭାବେ ତାଲିକା ପ୍ରସ୍ତୁତ କରିଅଛନ୍ତି ?
ବ୍ୟଭିଚାର କର ନାହିଁ, ହତ୍ୟା କର ନାହିଁ, ଚୋରି କର ନାହିଁ, ଏବଂ ଲୋଭ କର ନାହିଁ ଏହି ଆଜ୍ଞାଗୁଡିକୁ ପାଉଲ ବ୍ୟବସ୍ଥାର ଏକ ଅଂଶ ଭାବେ ତାଲିକା ପ୍ରସ୍ତୁତ କରିଅଛନ୍ତି [୧୩:୯]।