or_tq/rom/13/03.md

8 lines
1.0 KiB
Markdown

# ଶାସନ ଅଧିକାରୀଠାରୁ ନିର୍ଭୟ ହେବା ନିମନ୍ତେ ବିଶ୍ଵାସୀମାନଙ୍କୁ କ'ଣ କରିବାକୁ ପାଉଲ କହନ୍ତି ?
ଶାସନ ଅଧିକାରୀଠାରୁ ନିର୍ଭୟ ହେବା ନିମନ୍ତେ ବିଶ୍ଵାସୀମାନଙ୍କୁ ଯାହା ଉତ୍ତମ ତାହା କରିବା ଦ୍ଵାରା ନିର୍ଭୟରେ ରହିବେ ବୋଲି ପାଉଲ କହନ୍ତି [୧୩:୩]।
# ମନ୍ଦ ଉପରେ ଅଧିକାର କରିବା ନିମନ୍ତେ ଈଶ୍ଵର ଶାସନକର୍ତ୍ତାମାନଙ୍କୁ କେଉଁ ଅଧିକାର ଦେଇଅଛନ୍ତି ?
ଯେଉଁମାନେଙ୍କ ଅସଦାଚର କରନ୍ତି, ମନ୍ଦ କରନ୍ତି ଶାସନକର୍ତ୍ତା ଅଧିକାରୀମାନଙ୍କୁ ନିରର୍ଥକ ଖଡ୍ଗର ଅଧିକାର ଈଶ୍ଵର ଦେଇଅଛନ୍ତି [୧୪:୪]।