or_tq/rom/13/01.md

8 lines
954 B
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ପୃଥିବୀର ପ୍ରତ୍ୟେକ ଶାସନକର୍ତ୍ତାମାନେ ସେମାନଙ୍କର ଅଧିକାର କେଉଁଠାରୁ ପାଇଲେ ?
ପୃଥିବୀର ପ୍ରତ୍ୟେକ ଶାସନକର୍ତ୍ତାମାନେ ଈଶ୍ଵରଙ୍କ ଦ୍ଵାରା ନିଯୁକ୍ତ ହୋଇଅଛନ୍ତି, ଏବଂ ସେମାନଙ୍କର ଅଧିକାର ଈଶ୍ଵରଙ୍କଠାରୁ ଆସେ [୧୩:୧]।
# ଯେଉଁମାନେଙ୍କ ପୃଥିବୀର ଶାସନକର୍ତ୍ତାମାନଙ୍କୁ ପ୍ରତିରୋଧ କରିବେ ସେମାନେ କ'ଣ ପାଇବେ ?
ଯେଉଁମାନେଙ୍କ ପୃଥିବୀର ଶାସନକର୍ତ୍ତାମାନଙ୍କୁ ପ୍ରତିରୋଧ କରିବେ ସେମାନେ ଆପଣା ଆପଣା ଉପରେ ଦଣ୍ଡ ପାଇବେ [୧୩:]।