or_tq/rom/04/23.md

8 lines
898 B
Markdown

# ଅବ୍ରହାମଙ୍କର ଗଣିତ କାହା ନିମନ୍ତେ ଲେଖା ଯାଇଅଛି ?
ଅବ୍ରହାମଙ୍କର ଗଣିତ ତାହାଙ୍କର ନିମନ୍ତେ, ଏବଂ ଆମ୍ଭମାନଙ୍କର ନିମନ୍ତେ ଲେଖା ଯାଇଅଛି [୪:୨୩-୨୪]।
# ଈଶ୍ଵର କ'ଣ କରିଅଛନ୍ତି ବୋଲି ଆମ୍ଭେମାନେ ବିଶ୍ଵାସ କରୁ ?
ଈଶ୍ଵର ଯୀଶୁଙ୍କୁ ମୃତ୍ୟୁରୁ ଉତ୍ଥାପିତ କରିଅଛନ୍ତି, ଯେ ଆମ୍ଭମାନଙ୍କର ଅପରାଧ ନିମନ୍ତେ ସମର୍ପିତ ହେଲେ ଏବଂ ଆମ୍ଭମାନଙ୍କ ଧାର୍ମିକ ଗଣିତ ହେବା ନିମନ୍ତେ ଏହା ଆମ୍ଭେ ବିଶ୍ଵାସ କରୁଅଛୁ [୪:୨୫]।