or_tq/rom/04/18.md

4 lines
702 B
Markdown

# ଯେତେବେଳେ ଈଶ୍ଵର ଅବ୍ରହାମଙ୍କ ସହିତ ପ୍ରତିଜ୍ଞା କଲେ ଆମ୍ଭେ ତୁମକୁ ବହୁଜାତିର ପିତା କରିବା ସେତେବେଳେ ଅବ୍ରହାମ କେଉଁ ପ୍ରକାର ଅସୁବିଧାର ପରିସ୍ଥିତିରେ ଥିଲେ ?
ଯେତେବେଳେ ଈଶ୍ଵର ଅବ୍ରହାମଙ୍କ ସହିତ ପ୍ରତିଜ୍ଞା କଲେ, ସେତେବେଳେ ଅବ୍ରହାମଙ୍କ ବୟସ ଶହେ ବର୍ଷ ଥିଲା ଓ ସାରାଙ୍କ ଗର୍ଭ ମୃତ୍ୟୁବତ ହୋଇଥିଲା [୪:୧୮-୧୯]।