8 lines
769 B
Markdown
8 lines
769 B
Markdown
# ଅବ୍ରହାମଙ୍କର ଗର୍ବ କରିବାର କେଉଁ କାରଣ ଅଛି ?
|
||
|
||
ଅବ୍ରାହମ ଯଦି କ୍ରିୟାକର୍ମ ଦ୍ଵାରା ଧାର୍ମିକ ଗଣିତ ହେଲେ ତେବେ ତାହାଙ୍କର ଗର୍ବର କାରଣ ଅଛି [୪:୨]।
|
||
|
||
# ଅବ୍ରହାମ କିପରି ଧାର୍ମିକ ଗଣିତ ହୋଇଥିଲେ ଏହି ବିଷୟରେ ଶାସ୍ତ୍ର କ'ଣ କୁହେ ?
|
||
|
||
ଶାସ୍ତ୍ର କହେ ଯେ ଅବ୍ରହାମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା [୪:୩]।
|