or_tq/rev/18/23.md

4 lines
413 B
Markdown

# ସେହି ମହାନ ନଗରୀ ବାବିଲୋନ ମଧ୍ୟରେ କ'ଣ ଦେଖା ଗଲା ଯେ, ତାକୁ ବିଚାରିତ କରାଗଲା ?
ଭାବବାଦୀ, ସାଧୁମାନଙ୍କର, ଏବଂ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ଦେଖିବାକୁ ମିଳିଥିଲା । [୧୮:୨୪]