8 lines
983 B
Markdown
8 lines
983 B
Markdown
# କେଉଁ ପ୍ରଶ୍ନ ଜାହାଜର କର୍ତ୍ତାମାନେ ବାବିଲ ବିଷୟରେ ପଚାରିଲେ ?
|
||
|
||
ଜାହାଜର କର୍ତ୍ତାମାନେ ପଚାରିଲେ, "ଏହି ମହାନଗରୀ ତୁଲ୍ୟ କେଉଁ ନଗରୀ ?" [୧୮:୧୮]
|
||
|
||
# ଯେତେବେଳେ ବାବିଲ ଈଶ୍ଵରଙ୍କ ଦ୍ଵାରା ପତନ ହେଲା ସେତେବେଳେ ସାଧୁବୃନ୍ଦ, ପ୍ରେରିତବର୍ଗ, ଏବଂ ଭାବବାଦୀସମସ୍ତଙ୍କୁ କ'ଣ କରିବାକୁ କୁହାଯାଇଥିଲା ?
|
||
|
||
ଯେତେବେଳେ ବାବିଲ ଈଶ୍ଵରଙ୍କ ଦ୍ଵାରା ପତନ ହେଲା ସେତେବେଳେ ସାଧୁବୃନ୍ଦ, ପ୍ରେରିତବର୍ଗ, ଏବଂ ଭାବବାଦୀସମସ୍ତଙ୍କୁ ଆନନ୍ଦ କରିବାକୁ କୁହାଗଲା । [୧୮:୨୦]
|