or_tq/rev/16/12.md

8 lines
835 B
Markdown

# ଯେତେବେଳେ ଈଶ୍ଵରଙ୍କ କ୍ରୋଧର ଷଷ୍ଠ ପାତ୍ର ଢଳାଗଲା ସେତେବଲେ କ'ଣ ଘଟିଲା ?
ପୂର୍ବଦିଗରୁ ଆଗମନକାରୀ ରାଜାମାନଙ୍କ ନିମନ୍ତେ ଫରାତ ନଦୀର ପାଣି ଶୁଷ୍କ ହୋଇ ଯାଇଥିଲା । [୧୬:୧୨]
# ସେହି ତିନୋଟି ଅପବିତ୍ର ଆତ୍ମା କ'ଣ କରିବାକୁ ଯାଉଥିଲେ ?
ସେହି ତିନୋଟି ଅପବିତ୍ର ଆତ୍ମା ଈଶ୍ଵରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ବାହାରକୁ ଯାଉ ଥିଲେ । [୧୬:୧୩-୧୪]