or_tq/rev/16/08.md

8 lines
624 B
Markdown

# ଯେତେବେଳେ ଈଶ୍ଵରଙ୍କ କ୍ରୋଧର ଚତୁର୍ଥ ପାତ୍ର ଢଳାଗଲା ସେତେବେଳେ କ'ଣ ଘଟିଲା ?
ସୂର୍ଯ୍ୟ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କଲା । [୧୬:୮]
# ଏହି ମହା କ୍ଲେଶଗୁଡିକୁ ଲୋକମାନେ କିପରି ଉତ୍ତର ଦେଲେ ?
ଲୋକମାନେ ମନ ପରିବର୍ତ୍ତନ କଲେ ନାହିଁ କିମ୍ବା ଈଶ୍ଵରଙ୍କୁ ଗୌରବ ଦେଲେ ନାହିଁ । [୧୬:୯]