or_tq/rev/16/04.md

8 lines
724 B
Markdown

# ଯେତେବେଳେ ଈଶ୍ଵରଙ୍କ କ୍ରୋଧର ତୃତୀୟ ପାତ୍ର ଢଳାଗଲା ସେତେବେଳେ କ'ଣ ଘଟିଲା ?
ନଦୀ ଓ ନିର୍ଝରଣୀଗୁଡିକର ପାଣି ରକ୍ତ ହେଲା । [୧୬:୪]
# ଈଶ୍ଵର ଏହି ଲୋକମାନଙ୍କୁ ରକ୍ତ ପିଇବାକୁ ଯେ ଦେଲେ ଏହା କାହିଁକି ସତ୍ୟ ଓ ନ୍ୟାୟ ଥିଲା ?
ଏହା ସତ୍ୟ ଓ ନ୍ୟାୟ ଥିଲା କାରଣ ସେମାନେ ସାଧୁମାନଙ୍କର ପୁଣି ଭାବବାଦୀମାନଙ୍କର ରକ୍ତପାତ କରିଥଲେ । [୧୬:୬]