or_tq/rev/12/15.md

4 lines
590 B
Markdown

# ଯେତେବେଳେ ପ୍ରକାଣ୍ଡ ସର୍ପ ସ୍ତ୍ରୀଙ୍କୁ ଭସାଇପାରିଲା ନାହିଁ, ତେବେ ପ୍ରକାଣ୍ଡ ସର୍ପ କ'ଣ କଲା ?
ଯେଉଁମାନେ ଈଶ୍ଵରଙ୍କ ବାକ୍ୟକୁ ପାଳନ କରନ୍ତି ଏବଂ ଯେ ଯୀଶୁଙ୍କ ବିଷୟର ସାକ୍ଷ୍ୟକୁ ଧରି ରଖନ୍ତି ସେମାନଙ୍କ ସହ ଯୁଦ୍ଧ କରିବାକୁ ପ୍ରକାଣ୍ଡ ସର୍ପ ଚାଲିଗଲା [୧୨:୧୫-୧୭]।