or_tq/rev/12/11.md

8 lines
563 B
Markdown

# ଭାତୃଗଣ ସର୍ପକୁ କିପରି ଜୟ କଲେ ?
ଭାତୃଗଣ ସର୍ପକୁ ମେଷଶାବକଙ୍କ ରକ୍ତ ଆପଣା ଆପଣା ସାକ୍ଷ୍ୟରେ ବାକ୍ୟ ଦ୍ଵାରା ତାହାକୁ ଜୟ କରିଅଛନ୍ତି । [୧୨:୧୧]
# ସର୍ପ ଆପଣା ପାଖରେ କେତେ ସମୟ ଅଛି ବୋଲି ଜାଣେ ?
ସର୍ପ ଆପଣା ପାଖରେ ଅତି ଅଳ୍ପ ସମୟ ଅଛି ବୋଲି ଜାଣେ । [୧୨:୧୨]