or_tq/rev/12/07.md

12 lines
722 B
Markdown

# ସ୍ଵର୍ଗରେ କିଏ ଯୁଦ୍ଧ କଲେ ?
ସ୍ଵର୍ଗରେ ମିଖାୟେଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ । [୧୨:୭]
# ଯୁଦ୍ଧପରେ ସର୍ପ ଓ ତାହାର ଦୂତଙ୍କ ପ୍ରତି କ'ଣ ଘଟିଲା ?
ସର୍ପ ଓ ତାହାର ଦୂତମାନେ ପୃଥିବୀରେ ନିକ୍ଷିପ୍ତ ହେଲେ । [୧୨:୯]
# ପ୍ରକାଣ୍ଡ ସର୍ପ କିଏ ?
ସେହି ପ୍ରକାଣ୍ଡ ସର୍ପ ପୁରାତନ ନାଗ, ପ୍ରବଞ୍ଚକ କିମ୍ବା ଦିଆବଳ । [୧୨:୯]