or_tq/rev/12/05.md

12 lines
703 B
Markdown

# ପୁତ୍ର ସନ୍ତାନ କ'ଣ କରିବାକୁ ଯାଉଥିଲା ?
ସେ ପୁତ୍ର ସନ୍ତାନ ସମସ୍ତ ଜାତିକୁ ଲୌହ ଦଣ୍ଡ ସହ ଶାସନ କରିବାକୁ ଯାଉଥିଲା । [୧୨:୫]
# ପୁତ୍ର ସନ୍ତାନ କେଉଁଠାକୁ ଗଲା ?
ପୁତ୍ର ସନ୍ତାନ ଈଶ୍ଵର ଓ ତାହାଙ୍କ ସିଂହାସନ ନିକଟକୁ ଉଠାଇ ନିଆଗଲା । [୧୨:୫]
# ସ୍ତ୍ରୀଲୋକ କେଉଁଠାକୁ ଗଲା ?
ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ପଳାଇ ଗଲା । [୧୨:୬]