or_tq/rev/12/03.md

12 lines
1.1 KiB
Markdown

# ଆଉ ସ୍ଵର୍ଗରେ କେଉଁ ସବୁ ଲକ୍ଷଣ ଦେଖାଗଲା ?
ଆକାଶରେ ଗୋଟିଏ ଲୋହିତବର୍ଣ୍ଣ ପ୍ରକାଣ୍ଡ ସର୍ପ ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ, ପୁଣି ମସ୍ତକଗୁଡିକ ଉପରେ ସପ୍ତ ମୁକୁଟର ଏକ ଲକ୍ଷଣ ଆକାଶରେ ଦେଖାଦେଲା ।
# ପ୍ରକାଣ୍ଡ ସର୍ପ ତାହାର ଲାଙ୍ଗୁଳ ଦ୍ଵାରା କ'ଣ କଲା ?
ପ୍ରକାଣ୍ଡ ସର୍ପ ତାହାର ଲାଙ୍ଗୁଳ ଦ୍ଵାରା ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଆକର୍ଷଣ କରି ପୃଥିବୀରେ ନିକ୍ଷେପ କଲା ।
# ସେହି ପ୍ରକାଣ୍ଡ ସର୍ପ କ'ଣ କରିବାକୁ ଇଚ୍ଛା କଲା ?
ସେହି ପ୍ରକାଣ୍ଡ ସର୍ପ ସ୍ତ୍ରୀଲୋକର ସନ୍ତାନକୁ ଗ୍ରାସ କରିବାକୁ ଇଚ୍ଛା କଲା ।