or_tq/rev/07/15.md

8 lines
975 B
Markdown

# ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ଲୋକମାନଙ୍କ ନିମନ୍ତେ ଈଶ୍ଵର କ'ଣ କରିବେ ବୋଲି ପ୍ରାଚୀନମାନେ କହିଲେ ?
ଈଶ୍ଵର ତାହାଙ୍କ ତମ୍ବୁକୁ ସେମାନଙ୍କ ଉପରେ ଆଶ୍ରୟସ୍ଵରୂପେ ରଖିବେ ଯାହା ଫଳରେ ସେମାନଙ୍କ ନିମନ୍ତେ ଆଉ କଷ୍ଟ ନ ଥିବ [୭:୧୫-୧୬]।
# ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ଲୋକମାନଙ୍କ ନିମନ୍ତେ ମେଷଶାବକ କ'ଣ କରିବେ ବୋଲି ପ୍ରାଚୀନମାନେ କହିଲେ ?
ମେଷଶାବକ ସେମାନଙ୍କ ପାଳକ ହେବେ ଏବଂ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢାଇନେବେ [୭:୧୭]।