8 lines
805 B
Markdown
8 lines
805 B
Markdown
# ଶୁକ୍ଳ ବସ୍ତ୍ର ପରିଧାନ କରି ସିଂହାସନ ସମ୍ମୁଖରେ ଥିବା ଲୋକମାନେ କିଏ ବୋଲି ପ୍ରାଚୀନମାନେ କହିଲେ ?
|
|
|
|
ମହାକ୍ଲେଶରୁ ଆସିଥିବା ଲୋକମାନେ ହିଁ ସେମାନେ ବୋଲି ପ୍ରାଚୀନମାନେ କହିଲେ [୭:୧୪]।
|
|
|
|
# ସିଂହାସନ ସମ୍ମୁଖରେ ଥିବା ଲୋକମାନେ କିପରି ସେମାନଙ୍କର ବସ୍ତ୍ରକୁ ଶୁକ୍ଳ କରିଥିଲେ ?
|
|
|
|
ମେଷଶାବକଙ୍କ ରକ୍ତ ଦ୍ଵାରା ଧୋଇ ସେମାନେ ସେମାନଙ୍କର ବସ୍ତ୍ରକୁ ଶୁକ୍ଳ କରିଥିଲେ [୭:୧୪]।
|