or_tq/rev/07/11.md

4 lines
444 B
Markdown

# ସମସ୍ତ ଦୂତମାନେ, ପ୍ରାଚୀନମାନେ, ଏବଂ ଜୀବିତ ପ୍ରାଣୀମାନେ ଯେପରି ଈଶ୍ଵରଙ୍କ ଉପାସନା କଲେ ସେମାନେ କେଉଁ ଶାରୀରିକ ସ୍ଥିତିରେ ଥିଲେ ?
ସେମାନେ ଉବୁଡ ହୋଇ ପ୍ରଣାମ କରି ଈଶ୍ଵରଙ୍କର ଆରାଧନା କଲେ [୭:୧୧]।