or_tq/rev/07/04.md

4 lines
368 B
Markdown

# କେତେ ଲୋକମାନେ ପୁଣି କେଉଁ ବଂଶରୁ ମୁଦ୍ରାଙ୍କିତ ହୋଇଥିଲେ ?
ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶରୁ ଏକ ଲକ୍ଷ ଚଉରାଳିଶ ସହସ୍ର ଲୋକ ମୁଦ୍ରାଙ୍କିତ ହୋଇଥିଲେ [୭:୪]।