8 lines
825 B
Markdown
8 lines
825 B
Markdown
# ଚାରି ଦୂତ ପୃଥିବୀର ଚାରି କୋଣରେ ଠିଆ ହୋଇ କ'ଣ କରୁଥିବାର ଯୋହନ ସେମାନଙ୍କୁ ଦେଖିଲେ ?
|
||
|
||
ଚାରି ଦୂତ ପୃଥିବୀର ଚାରି ବାୟୁକୁ ଅଟକାଇ ଧରି ରଖିଥିଲେ [୭:୧]।
|
||
|
||
# ପୃଥିବୀ କ୍ଷତି ହେବା ପୂର୍ବରୁ କ'ଣ କରାଯିବା ଆବଶ୍ୟକ ବୋଲି ପୂର୍ବ ଦିଗଠାରୁ ଆସିଥିବା ଦୂତ କହିଲେ ?
|
||
|
||
ପୃଥିବୀ କ୍ଷତି ହେବା ପୂର୍ବରୁ ଈଶ୍ଵରଙ୍କ ଦାସମାନଙ୍କ କପାଳରେ ମୁଦ୍ରାଙ୍କ କରାଯିବା ଆବଶ୍ୟକ ବୋଲି ଦୂତ କହିଲେ [୭:୨-୩]।
|