12 lines
1.3 KiB
Markdown
12 lines
1.3 KiB
Markdown
# ରାଜାମାନେ, ପାତ୍ରମନ୍ତ୍ରୀମାନେ, ଧନୀ, ବଳବାନ୍ ଲୋକମାନେ, ଏବଂ ପ୍ରତ୍ୟେକ ଲୋକ କ'ଣ କରିବାର ଯୋହନ ଦେଖିଲେ ?
|
|
|
|
ସେମାନେ ପର୍ବତମାଳାର ଶୈଳମାନଙ୍କରେ ଲୁଚାଇବାର ଏବଂ ଶୈଳଗୁଡିକୁ ଉପରେ ପଡିବାକୁ ଏବଂ ସେମାନଙ୍କୁ ଲୁଚାଇବାକୁ କହିବାର ଯୋହନ ଦେଖିଲେ [୬:୧୫-୧୬]।
|
|
|
|
# କାହାଠାରୁ ରାଜାମାନେ, ପାତ୍ରମନ୍ତ୍ରୀମାନେ, ଧନୀ, ବଳବାନ ଲୋକମାନେ, ଏବଂ ପ୍ରତ୍ୟେକ ଲୋକ ଲୁଚିବାକୁ ଇଚ୍ଛା କଲେ ?
|
|
|
|
ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଏବଂ ମେଷଶାବକଙ୍କ କ୍ରୋଧରୁ ଲୁଚିବାକୁ ସେମାନେ ଇଚ୍ଛା କଲେ [୬:୧୬]।
|
|
|
|
# କେଉଁ ଦିନ ଉପସ୍ଥିତ ହୋଇଥିଲା ?
|
|
|
|
ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଏବଂ ମେଷଶାବକଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଥିଲା [୬:୧୭]।
|