or_tq/rev/06/09.md

12 lines
1.2 KiB
Markdown

# ପଞ୍ଚମ ମୁଦ୍ରା ଖୋଲାଗଲା ପରେ ଯୋହନ କ'ଣ ଦେଖିଲେ ?
ଈଶ୍ଵରଙ୍କ ବାକ୍ୟ ସକାଶେ ଯେଉଁମାନେ ହତ ହୋଇଥିଲେ ସେମାନଙ୍କର ଆତ୍ମାମାନଙ୍କୁ ଯୋହନ ଦେଖିଲେ [୬:୯]।
# ବେଦୀ ତଳେ ରହିଥିବା ଆତ୍ମାଗୁଡିକ ଈଶ୍ଵରଙ୍କଠାରୁ କ'ଣ ଜାଣିବାକୁ ଇଚ୍ଛା କଲେ ?
ସେମାନଙ୍କର ରକ୍ତର ପରିଶୋଧ କେତେ କାଳ ପର୍ଯ୍ୟନ୍ତ ନେବ ତାହା ଜାଣିବାକୁ ଆତ୍ମାଗୁଡିକ ଇଚ୍ଛା କଲେ [୬:୧୦]।
# କେତେ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେହି ଆତ୍ମାଗୁଡିକୁ କୁହାଯାଇଥିଲା ?
ସେମାନଙ୍କର ସହଦାସମାନଙ୍କର ସଂଖ୍ୟା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସେହି ଆତ୍ମାଗୁଡିକୁ ଅପେକ୍ଷା କରିବାକୁ କୁହାଯାଇଥିଲା [୬:୧୧]।