or_tq/mrk/01/43.md

4 lines
653 B
Markdown

# ଯୀଶୁ କୁଷ୍ଠ ରୋଗୀକୁ କ'ଣ କରିବାକୁ କହିଲେ ଓ କାହିଁକି ତାହା କରିବାକୁ କହିଲେ ?
ଯୀଶୁ କୁଷ୍ଠ ରୋଗୀକୁ କହିଲେ ଯାଅ ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି ସେହିସବୁ ଆପଣାର ଶୌଚକ୍ରିୟା ସ୍ଵରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର [୧:୪୪]।